Category: କବିତା

ଆମେତ ମୂଲ୍ ନିବାସୀ

ଆମର୍ ତିହାର୍ ଆମର୍ ପରବ୍ଆମର୍ ମହାପୁରୁଷ୍ ଆମର୍ ଗରବ୍ତାହାଁକୁ ଆମେ ସନ୍-ମାନ୍ ଦେମାତାକର୍ ନାଁକେ ଗାଉଥିମାଜଏଭିମ୍ ଜଏ ଭାରତ୍ କହଲେ କେତେ ଉସତ୍ ଲାଗ୍ସୀଆମେତ ମୁଲନିବସୀମିଠା ଆମର୍…

କାହିଁ ଗଲ ଭଗବାନ ଏ କରୁନା ଭାଇରସ ରେ ଛାଡି ଆମକେ !

ହେ ଭଗବାନ୍,ହେ ଈଶ୍ବର୍, ହେଆଲ୍ଲା,କେନ୍ନେ ଅଛ ରହି !! କରୋନା ଭାଈରସ୍ ଏତ୍କି ମାରୁଛେ ନାହିଁ ପାରୁଛ ଦେଖି !!(୧) ତୁମ୍କେ ,ମାନ୍କେ ମାଏନ୍ବ ବାର୍ କାଯେ…