ସମ୍ବିଧାନ

ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !!
ମଣିଷ କୁ କଳୁ ଆଜି ତୁହି ରେ ସମାନ !!(୧)

ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !!
ସାରା ପୃଥିବୀ ରେ ଅଟୁ ତୁହି ରେ ମହାନ !!(୨)

ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ,ସମ୍ବିଧାନ !!
ଜାତି,ଧର୍ମ ,ନିର୍ବି ଶେଷେ ସମସ୍ତେ ସମାନ !!(୩)

ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !!
ଦୁଇ ବର୍ଷ, ଏଗାର ମାସ୍,ନେଲୁ ଅଠର ଦିନ !!(୪)

ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !!
ଦୀର୍ଘତମ ଲିଖୀତ୍ ,ସମ୍ବିଧାନେ ପୁର୍ଥିବି ରେ ମାନ୍ୟ !!(୫)

ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !!
ସମତା,ସ୍ୱତନ୍ତ୍ର,ନ୍ୟାୟ,ଭାଇଚାରା ପ୍ରୁଥିବୀ କୁ ମହାଦାନ !!(୬)

ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !!
ଧର୍ମ, ଗ୍ରନ୍ଥ ଭାବେ ମୁଁ ହିଁ କରୁଛି ପ୍ରଣାମ !!(୭)

ଧନ୍ୟ,ଧନ୍ୟ,ଧନ୍ୟ ରେ ତୂ ଧନ୍ୟ ସମ୍ବିଧାନ !!
ଯିଏ ତତେ ଲେଖିଲାଯେ ଧନ୍ୟତା ଜୀବନ !!(୮)
ଧନ୍ୟ,ଧନ୍ୟ,ଧନ୍ୟ,ରେ ତୁ ଧନ୍ୟ
ସମ୍ବିଧାନ !!

ତୋ ଲେଖକ ଭୀମରାଓ ଅଟନ୍ତି ମହାନ !!(୯)
ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !!
,ଧନମାଳୀ କରୁ ଅଛି କୋଟି ଯେ ପ୍ରଣାମ !!(୧୦)

କବି : ଧିମାନ ଧନମାଲି ଦୀପ