ଶିଖିତ ହେଉ ସନ୍ଘର୍ଷ କରୁ ସଙ୍ଗଠିତ ହେଉ ଭାଇ !!
ତିନି ମହାମନ୍ତର୍ ଦେଇ ଯାଇ ଛନ୍ ବାଵା ଆମ୍ଭ ନ୍କୁ ଆଜି !!(୧)

ସମତା,ସ୍ୱତନ୍ତ୍ର, ନିଆୟ ,ଭାଇଚାରା,ଘର୍ ଘର୍, ପର୍ଚାର୍ କର,!!
ସମ୍ବିଧାନ ର ଅଧିକାର୍ କଥା ଗାଁ କୁ ଗାଁ କହ!!(୨)

ସମ୍ବିଧାନ୍ ନାହିଁ ତ ଆମ୍ଭେ ନାହିଁ ଠିକ୍ ଜାଣିଥ ଭାଇ!!
ହିନ୍ଦୁ ଧରମ ର ପୂରାନ୍ ଶାସ୍ତ୍ରରେ ଆମ୍ଭର୍ ମୂଲ୍ୟ ନାହିଁ !!(୩)

ହିନ୍ ମାନ୍ ହୋଇ ବଚ୍ ବାର୍ ଜିବନ୍ ହିନ୍ଦୁ ଧରମ୍ ଦେଇଛେ !!
ବାବାସାହେବ୍ ଙ୍କର୍ ସମ୍ବିଧାନ୍ ଲାଗି ଅଧିକାର୍ ଆଜି ମିଲିଛେ !!(୪)

ସମାଜ୍ ଠାରେ ଆମ୍ଭର୍ ମୁକ୍ତି ନିହିତ୍ ଅଟେ ଭାଇ !!
ସମାଜ୍ ନାହିଁ ତ ଆମ୍ଭେ ନାହିଁ ସତ୍ କହୁଛେ ମୁଁ ହିଁ !!(୫)

ସମ୍ବିଧାନ, ଆଉ ବାବାସାହେବ୍ ଫଟୋ ଯାହାର୍ ଘରେ ନାହିଁ !!
ସମାଜ୍ ଦ୍ରୌହି ବୈମାନ୍ ଘର୍ ଠିକ୍ ଜାଣି ଥ ଭାଇ !!(୬)

ଦୁଇ ବର୍ଷ ଏଗାର ମାସ ଅଠର ଦିନ୍ ଲାଗ୍ଲା !!
ମହାନ୍ ସମ୍ବିଧାନ୍ ଧର୍ମ ଗ୍ରନ୍ଥ ଭାରତ୍ ଦେଶ୍ ପାଏଲା !!(୭)

ଧର୍ମଗ୍ରନ୍ଥ ସମ୍ବିଧାନ୍ ରେ ଅଧିକାର୍ ଅଛେ ଭାଇ !!
ମୁନୁଷ୍ ଜୀବନ୍ ପାଏଲା ବୈଲେ ସମ୍ବିଧାନ୍ ର ଲାଗି !!(୮)

ବାବା ସାହେବ କ୍ଙ ର୍ ପରିଶ୍ର୍ମମ୍ ର ଲାଗି ମହାନ୍ ସମ୍ବିଧାନ୍ ପାଏଲା !!
ମୁନୁଷ୍ ଜିବନ୍ କାଣା ଭାଇ ଆଜି ଆମ୍ଭେ ଜାଣ୍ଲା !!(୯)

ଜେଭୀମ୍,ବୋଲ,ଦିଲ୍ସେ ବୋଲ ଗର୍ବ ସେ ବୋଲ,ପିଆର୍ ସେ ବୋଲ ଭାଇ !!
ଭୁଲ୍ ଥିଲେ ମାଫ୍ କର୍ବ ଲେଖୀଛି ଆଜି ମୁଁ ହିଁ !!(୧୦)

କବି: ଧନମାଳୀ ଦୀପ