କ୍ରାନ୍ତିର ସ୍ୱର
ମୋ କବିତାର ପ୍ରତିଟି ପଂକ୍ତିରେ ଉତଭାଷିତ ହେବ ବିର୍ଷା ମୁଣ୍ଡର ଉଳଗୁଲାନର ସ୍ୱର ।। ପ୍ରତିଟି ଶବ୍ଦରେ ଝଲସି ଯିବ ରେଣ୍ଡୋ ମାଝୀ ତିଲକ ମାଝୀର ବିଦ୍ରୋହର…
ମୋ କବିତାର ପ୍ରତିଟି ପଂକ୍ତିରେ ଉତଭାଷିତ ହେବ ବିର୍ଷା ମୁଣ୍ଡର ଉଳଗୁଲାନର ସ୍ୱର ।। ପ୍ରତିଟି ଶବ୍ଦରେ ଝଲସି ଯିବ ରେଣ୍ଡୋ ମାଝୀ ତିଲକ ମାଝୀର ବିଦ୍ରୋହର…
ଶିକ୍ଷାଠୁ ଆମକୁ କରି ଦୂର ବିକ୍ଷିପ୍ତ କରି ଦେଇ ଇତିହାସ ଆମର ଗୁଲାମୀର ଜଞ୍ଜିରରକୁ ପ୍ରଥା ବୋଲି ଭାବି ଜାତି ନାଁରେ ମଣିଷ କେତେ ଭାଗବଣ୍ଟା କେତେ…
ମୋ ଶରୀର ରକ୍ତ, ମାଂସ ଓ ହାଡ଼ରେ ଗଢ଼ା l ମୁଁ ଜାଣେନା ତୁମ ଶରୀର ଅନ୍ୟ କେଉଁ ଉପାଦାନରେ ଗଢ଼ା ll
ଉନବିଂଶ ଶତାବ୍ଦୀର ମହାନ ସମାଜ ସଂସ୍କାରକ ମାନବତାବାଦୀ, ବୈଜ୍ଞାନିକ ଓ ତାର୍କୀକ ବିଚାରକ, କ୍ରାନ୍ତି ଜ୍ୟୋତି ଜ୍ୟୋତିବାରାଓ ଫୁଲେ ତୁମେ ପୂଜନୀୟ, ତୁମେ ବନ୍ଦନୀୟ, ୧୧ ଅପ୍ରେଲ…
ସମୃଦ୍ଧ ସମାଜ ଗଠନର ଲକ୍ଷ୍ୟ ନେଇ ସାଜ ତୁମେ ଜାଗ୍ରତ ପ୍ରହରୀ , ହକ ଅଧିକାର ଉନ୍ନତି ପ୍ରଗତି ପାଇଁ ଉଠାଅ କ୍ରାନ୍ତିର ସ୍ୱର ।। ଧନ…