କେବେ ସୁଧୁରିବ ଓଡ଼ିଶାର ଜାତିବାଦି ସମାଜ ଏବଂ ସରକାର

ଜାତି ଏକ ରୋଗ ଯାହାର ନିବାରଣ ଅସମ୍ଭବ

ପୁଣି ଥରେ ଓଡ଼ିଶାରେ ଏକ ଲଜ୍ୟା ଜନକ ଦୂର୍ଷ୍ୟ ଦେଖିବାକୁ ମିଳିଛି । ୨୦୨୦ ନୂଆବର୍ଷ ଆରମ୍ଭ ରେ ଦେଖିବାକୁ ମିଳିଛି ସେହି ଘୃନ୍ୟ ଜାତି ବ୍ୟବସ୍ଥା ଯାହା ବ୍ରାହ୍ମଣବାଦୀ ମାନସିକତାର ଏକ ଦାନ । ଜାତି ବ୍ୟବସ୍ଥା ଏକ ବ୍ୟାଧି, ଏହା ଏପରି ଏକ ବ୍ୟବସ୍ଥା ଯାହା ମଣିଷ ଜନ୍ମ ପୂର୍ବରୁ ମୃତ୍ୟୁ ପରେ ମଧ୍ୟ ସେ ମଣିଷ କୁ ପଙ୍ଗୁ କରିଦେଇଥାଏ । ମଣିଷ ର ମାନବୀୟ ଚିନ୍ତା ଧାରା ସହିତ ତାର ଅସ୍ଥିତ୍ୱ କୁ ପାଦରେ ଦଳି ଚକଟି ତଳିତଳାନ୍ତ କରି ଦେଇଥାଏ । ଏହା ଏକ ଏମିତି ରୋଗ ଯାହା ଆଜି ପର୍ଯ୍ୟନ୍ତ ଭାରତୀୟ ସମାଜକୁ ହଜାର ହଜାର ଜାତିରେ ବିଭକ୍ତ କରିକି ରଖିଛି । ସଂଖ୍ୟାଲଘୁ ଲୋକଙ୍କୁ ଜାତି ନାଁ ରେ ଅତ୍ୟାଚାର ର ସୀମାଲଙ୍ଘନ କରିଛି । ଚଳିତ ମାସ ବଲାଙ୍ଗୀର ଜିଲ୍ଲା ରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି । ଅଣ ଜାତିଆ ରେ ବିବାହ କରିଥିବାରୁ ଝିଅ ପରିବାର କୁ ବାସନ୍ଦ କରାଯାଇଥିଲା । ଝିଅ ର ସ୍ୱାମୀ ମଲାପରେ ଝିଅ ର ଦୁଃଖ ଦେଖି ନପାରି ଝିଅର ବାପା ପୁନଃ ଝିଅ କୁ ଘରକୁ ଆଣିଥିଲେ ସେତେବେଳେ ଗ୍ରାମବାସୀ ମାନେ ଜାତିବାଦୀ ମାନସିକତା କୁ ସାଥିରେ ଧରି ପୁଣିଥରେ ପରିବାରକୁ ବାସନ୍ଦ କରିଥିଲେ ଯାହା କେବଳ ହିନ୍ଦୁ ଧର୍ମ ରେ ହିଁ ସମ୍ଭବ । ଗତ ୨୦ ଦିନ ପର୍ଯ୍ୟନ୍ତ ଝିଅ ର ବାପାଙ୍କ ଦେହ ଖରାପ ଥିଲା ହେଲେ କେହି ତାଙ୍କୁ ଦେଖା କରିବାକୁ ଆସିଲେନି ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ବି ଶବ ସତ୍କାର ପାଇଁ କେହିବି ଆସିଲେନି । ଶେଷରେ ଝିଅ ନିଜ କାନ୍ଧ ରେ ଶବ ଉଠେଇ ସତ୍କାର କରିଥିଲା । ଆଉ ଜାତିବାଦ ନାହିଁ ବୋଲି ବାରମ୍ବାର ଗଳା ଫଟାଉ ଥିବା ଦେଶର ଗଣମାଧ୍ୟମ ଓ ହିନ୍ଦୁ ସଂଘୀ ମାନଙ୍କ ଗାଲରେ ଏହା ଏକ ଶକ୍ତ ଚାପୁଡ଼ା ସଦୃଶ୍ୟ ।

ଏମିତି ଘଟଣା କ’ଣ ନୂଆ !

ଏମିତି ଘଟଣା ନୂଆ ନୁହେଁ, ହିନ୍ଦୁ ମାନଙ୍କର ଗ୍ରାମ ସୃଷ୍ଟି ହୁଏ ମନ୍ଦିରରୁ ଆଉ ଶେଷ ବି ହୁଏ ମନ୍ଦିର ରେ । ମନ୍ଦିର ତ ଏମିତି ଏକ ଜାତି ବ୍ୟବସ୍ଥା ଜାଗା ଯେଉଁଠି ଛୁଆଁ ଅଛୁଆଁ ଭେଦ ଭାବ କୁ ଭଲ ଭାବରେ ଅନୁଭବ କରି ହୁଏ । ଏମିତି ଘଟଣା ଦୁଇ ବର୍ଷ ତଳେ ଘଟିଥିଲା ଗଣମାଧ୍ୟମ ସେହି ଘଟଣାକୁ ପ୍ରଚାର ପ୍ରସାର ମଧ୍ୟ କରିଥିଲା ହେଲେ ଏହି ଲଜ୍ୟା ଜନକ ଘଟଣା କୁ ସେହି ଜାତି ବାଦୀ ଗଣମାଧ୍ୟମ ଆଜି ଲୁଚେଇବାରେ ପ୍ରୟାସରତ । ଗୋଟେ ଝିଅ ଜଣେ ଆଦିବାସୀ ପୁଅକୁ ବିବାହ କରିଥିବାରୁ ସାମାଜିକ ବାସନ୍ଦ କରାଯାଇଥିଲା । ମୃତ୍ୟୁ ପରେ ବି ଏହି ଜାତିବାଦୀ ସମାଜ ମୃତ ଶରୀର କୁ ଉଠେଇବାକୁ ଆସିଲାନି ଫଳରେ ସେହି ଝିଅ ନିଜ ପାଞ୍ଚ ବର୍ଷ ର ପୁଅ ସହିତ ମିଶି ଶବ କୁ ଘୋଷାଡ଼ି ଘୋଷାଡ଼ି ନିଜ ଜମି କୁ ନେଇ ଜାଳିବାକୁ ପଡିଲା । କି ପ୍ରକାର ସେ ସମାଜ ଯାହାର ମାନସିକତା ମୃତ୍ୟୁ ପରେବି ଯାଗେନି !

ହିନ୍ଦୁ ସମାଜ ଏକ ଜାତି ପୀଡିତ ସମାଜ ଯାହାକୁ ପରିବର୍ତନ ଅସମ୍ଭବ !

ଏହିଭଳି ନିନ୍ଦନୀୟ ଘଟଣା ଆଜିକାର ତଥା କଥିତ ଆଧୁନିକ ଯୁଗରେ ନିତିଦିନିଆ ଘଟଣା ଏହା ପ୍ରମାଣ କରଯେ ହିନ୍ଦୁ ସମାଜ ତଥା ହିନ୍ଦୁ ଧର୍ମ ବୋଲି କିଛି ନାହିଁ ଯୁଆଡେ ଗଲେ ଜାତି ବ୍ୟବସ୍ଥା ରେ ଏହି ସମାଜ ରୋଗୀ, ସେଥିପାଇଁ କୁହାଯାଏ ଜାତି ଗୋଟିଏ ଅମାନବୀୟ ସଂସ୍ଥା ଓ ବ୍ୟବସ୍ଥା ଏହା ଏକ ପରମ ବିରୋଧୀ ଢାଞ୍ଚା ତଥା ସଂସ୍ଥା ଯାହାର ମୁଖ୍ୟ ଉଦେଶ୍ୟ ସମାଜରେ ଘୃଣା ଓ ହିଂସା କୁ ବିତରଣ କରିବା ଆଉ ଏହାର ପରିଚାଳକ ହେଲା ବ୍ରାହ୍ମଣ । ଆଉ ବ୍ରାହ୍ମଣ ଶାସ୍ତ୍ର, ବେଦ ତଥା ପୁରାଣ ଓ ମନ୍ଦିର ମାଧ୍ୟମରେ ଏହି ଘୃଣା ର ବ୍ୟବସ୍ଥା କୁ ପ୍ରଚାର ପ୍ରସାର ବ୍ରାହ୍ମଣ ମାରୱାଡି ଏବଂ ଅନ୍ୟ ଉଚ୍ଚ ଜାତିର ସହଯୋଗ କରେ ।

ଜାତି ଉନ୍ମୋଚନ ର ଏକ ମାତ୍ର ଉପାୟ ହିନ୍ଦୁ ଧର୍ମର ତ୍ୟାଗ

ହିନ୍ଦୁ ସମାଜର ପରିକଳ୍ପନା ହିଁ ଅସମାନତା ତଥା ହିଂସା ରେ ପରିବେଷିତ ଯୋଉ ଧର୍ମ ମଣିଷ କୁ ମଣିଷ ଠୁ ଅଲଗା କରେ ଘୃଣା ଓ ହିଂସା ର ପ୍ରଚାର ପ୍ରସାର କରେ ସେଇ ସମାଜ ତଥା ଧର୍ମ କୁ ଗୋଟେ ସମାଜ ତଥା ଧର୍ମ ର ଆଖ୍ୟା ଦିଆଯାଇ ପାରିବ ନାହିଁ । ତାହା ଗୋଟେ ଶୋଷଣ କରିବାର ଅସ୍ତ୍ର ସେଥିପାଇଁ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡା. ଭୀମରାଓ ଆମ୍ବେଦକର ୧୯୩୬ ମସିହା ରେ ନିଜ ଭାଷଣରେ କହିଥିଲେ ହିନ୍ଦୁ ଧର୍ମ ରେ ଜନ୍ମ ନେବା ମୋ ହାତରେ ନଥିଲା ହେଲେ ମୁଁ କେବେ ହିନ୍ଦୁ ହୋଇ ମରିବି ନାହିଁ ଆଗକୁ ଯାଇ ୧୯୫୬ ମସିହା ରେ ବାବା ସାହେବ ଆମ୍ବେଦକର ପାଞ୍ଚ ଲକ୍ଷ ଲୋକଙ୍କୁ ନେଇ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଥିଲେ ଯାହା ସମତା, ବନ୍ଧୁତା ତଥା କରୁଣା ଭଳି ମାନବୀୟ ତଥା ଲୋକ ତାନ୍ତ୍ରିକ ମୂଲ୍ୟ ରେ ପରିପୂର୍ଣ ।

ବହୁଜନ ସମାଜ କେବେ ନିଜ ଗଭୀର ନିଦରୁ ମୁକ୍ତି ପାଇବ?

ବାବାସାହେବ କହିଥିଲେ ସମାଜରେ ସମାନତା ଆଉ ଏକତା ଅନୁଭବ କରିବା ପାଇଁ ଧର୍ମ ପରିବର୍ତନ କରିବା ନିହାତି ଦରକାର ବାବାସାହେବ ଙ୍କୁ ଧର୍ମ ପରିବର୍ତନ କରିବାର ୬୪ ବର୍ଷ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ଆମ ବହୁଜନ ସମାଜ ଘୋର ନିଦରେ ସୋଇଛି । ହିନ୍ଦୁ ଧର୍ମ ରେ ରହି ଜାତି ଉନ୍ମୁଳନ କଠିନ ନୁହେଁ ଅସମ୍ଭବ ଅଟେ ସେଥିପାଇଁ ଧର୍ମ ପରିବର୍ତନ ନିହାତି ଦରକାର ।

ଜାଳିଦିଅ ସେହି ଧର୍ମ କୁ ଯାହା ମଣିଷକୁ ମଣିଷ ମାନେନା ଓ ଜାତିରେ ବିଭକ୍ତି କରେ !

ସମୟ ଆସିଛି
ଜାଳିଦିଅ ସେହି ଶାସ୍ତ୍ର କୁ ଯାହା ମଣିଷ କୁ ଅଛୁଆଁ ଘୋଷିତ କରେ ।
ଜାଳିଦିଅ ସ୍ତୁତି କୁ ଯାହା ନାରୀ ଏବଂ ଶୁଦ୍ର କୁ ନିଜ ଅଧିକାର ରୁ ବଞ୍ଚିତ କରେ ।
ଗୋଇଠା ମାରିଦିଅ ସେହି ଧର୍ମ କୁ ଯାହା ଶିକ୍ଷା ଦିଏ ଅନ୍ୟ ଜାତିର ମଣିଷକୁ ଘୃଣା କରିବା ପାଇଁ ।