ବୁଝଲେ ହେସି…ଜୁଝଲେ ନାଇ!
ତୋର ଲାଗି ବଲି କୋଟା ଦେଲେ ବାବା.... ଚାକରି କରବୁ ତୁଇ ଜାନି ଭୋଟ କେ ତର୍ ବିକି ଖାଇ ନେଲୁ ତାର୍ ତାକତ୍ କେବେ ନେଇ…

ସମ୍ବିଧାନ୍ ଲାଗି ମିଳେ ଅଧିକାର ମିଲୁଛେ ମହତ୍ ମାଏନ୍ ଛୁଚା ମାହାଳିଆ ଗାଧୁଛ ସିନା ଗଙ୍ଗାର୍ ଗୁନ୍ଦାଲ୍ ପାଏନ୍....