ମନେ ପକା ଟିକେ
ପାଠ୍ପଢି ଯେନ୍ କରୁଛୁ ଚାକ୍ରୀ କହୁଛୁ ଯେନ୍ କଥା , ଯେତେ ଅଧିକର୍ ପାଇଛୁ ଆଏଜ୍ ଶୁନିଛୁ ତାର୍ ଗାଥା ?
ପାଠ୍ପଢି ଯେନ୍ କରୁଛୁ ଚାକ୍ରୀ କହୁଛୁ ଯେନ୍ କଥା , ଯେତେ ଅଧିକର୍ ପାଇଛୁ ଆଏଜ୍ ଶୁନିଛୁ ତାର୍ ଗାଥା ?
ଶିକ୍ଷା-ସଂରକ୍ଷଣ ଭୋଟ ଅଧିକାର ପାଇଲ ସମ୍ବିଧାନରେ ଏ ତ୍ରିରତ୍ନ କୁ ବିନିଯୋଗ କର ଆସ ଶାସନ ସତ୍ତା ରେ। ।।
ଥୁକ୍ ଲା ଥୁକ୍ ଆମ୍ଭର୍ ମହାପୁରୁଷ୍ ମାନେ କେତେ ମହାନ୍ ଥୁକ୍ଲା ଥୁକ୍ ମାଗୁଛନ୍ !! ଆମ୍ଭର୍ ବୈମାନ୍ ବହୁଜନ୍ ବାସୀ, ଥୁକ୍ ଦେଇ ନାହିଁ ପାରୁଛନ୍…