ଥୁକ୍ ଲା ଥୁକ୍

ଆମ୍ଭର୍ ମହାପୁରୁଷ୍ ମାନେ କେତେ ମହାନ୍ ଥୁକ୍ଲା ଥୁକ୍ ମାଗୁଛନ୍ !!

ଆମ୍ଭର୍ ବୈମାନ୍ ବହୁଜନ୍ ବାସୀ, ଥୁକ୍ ଦେଇ ନାହିଁ ପାରୁଛନ୍ (୧)

ବହୁଜନ୍ ନାୟକ୍ କାନ୍ଶୀରାମ୍ ସାହେବ୍ କାଣା କହେମି ମୁଁ ହି !!
ଥୁକ୍ ଲା ଥୁକ୍ ମାଗି ବୁଲ୍ ଲେ ନାହିଁ ପାର୍ଲା ଦେଇ (୨)

ଥୁକ୍ ଦିଅ ଶାସକ୍ ବନ୍ ବ ସାରା ଦେଶ୍ କହି ବୁଲି ଲେ !!
ପଚ୍ଙାଶି ଆମ୍ଭର୍ ବହୁଜନ୍ ବାସୀ ବୁଝି ନାହିଁ ପାର୍ ଲେ (୩)

ରକ୍ତ ମାଗୁଥିଲେ ସୁବାଶ୍ ବୋଷ୍ ଆମ୍ଭର୍ ସ୍ବାଧୀନ୍ ଦେବା ପାଇଁ !!
କାଣ୍ଶୀ ରାମ୍ ସାହେବ୍ ଥୁକ୍ ମାଗୁଛନ୍ ଶାସକ୍ କରିବାର୍ ଲାଗି !!(୪)

ଥୁକ୍ କେ ଆମ୍ଭେ ଲୋଭ୍ କରୁଛୁ ନାହିଁ ପାରିବାର୍ ଦେଇ !!
ଗୋଲାମ୍ ହୋଇ ଦୁଃଖ ପାଉଛୁ ନାହିଁ ପାରିଲା ବୁଝି !! (୫)

ଥୁକ୍ ଲା ଥୁକ୍ କେ ଲୁଭାଲା ଲୋକ୍ ଶାସକ୍ କେନ୍ତା ହେବ !!
ଖଟିଖଟି ଭୁକେ ଶୁସେ ମରି ତୁମ୍ଭର୍ ଦିନ୍ କାଟ୍ ବ !!(୬)

ସମ୍ବିଧାନ୍ କାଣା ଆମ୍ଭର୍ ପାଠୁଆ ,ନାହିଁ ପାରିଲେ ବୁଝି !!
ରାମାୟଣ୍,ମହାଭାରତ୍ ଗୀତା କେ ଘରେ ଜାଲୁଛନ୍ ଅଗର୍ ବତୀ !!(୭)

ପଣ୍ଚାଶୀ ଆମ୍ଭର୍ ବହୁଜନ୍
ବାସୀ ଜାତି, ଧରମ୍ ରେ ବନ୍ଧା !!
ତିନି ଭାଗ୍ ବ୍ରାହ୍ମଣ୍ ଆମକୁ ମାନଙ୍କୁ କରି ଦେଉଛନ୍ ଅନ୍ଧା !!(୮)

ଗୋଟେ ଭୋଟ୍ ଗୋଟେ ନୋଟ୍ ସମାଜ୍ କେ ଦେଉ ଭାଇ !!
ନିଜର୍ ଶାସନ୍ ନିଜେ କର୍ ମା ଶାସକ୍ ହେବା ମିଶି !!(୯)

ଆମ୍ଭର୍ ଭୋଟ୍ ନେ ଶାସନ୍ କରୁଛନ୍ ତିନି ଭାଗ୍ ବ୍ରାହ୍ମଣ୍ ଆଜି !!
ମଦ୍ ଟିକେ ନେ ବିକ୍ରି ହେଇ,ମା ବୁହେନ୍ ବିକୁଛୁ,ନାହିଁ ପାରିବାର୍ ବୁଝି !!(୧୦)

ଜାତି,ଧରମ୍,କେ ବନେଇ କରି ଆମ୍କୁ ଶାସନ୍ କରୁଛନ୍ !!
ଭାଗ୍ୟ,ଭଗବାନ୍ ର କଥା କହି ତାଙ୍କର୍ ପେଟ୍ ପୁଷୁଛନ୍ !!(୧୧)

ବିନ୍ ମୃଲୀଆ ମାଗିଖିଆ ,ମଙ୍ଗ୍ ତରି ଯେନ୍ ଗାଁ ନେ ବସା !!
ଖୁଟ୍ କଟା ଖଟିଖିଆ, ଙ୍କର୍ ଜୀବନ୍ ଯା
କର୍,ଦଶା !!(୧୨)

ହାତ୍ ପଶେଇ କରି ,କୁହୁଣି ପଶେଇ କଲ୍ ଜା ନେଷନ୍ କାଢ଼ି !!
ଆମ୍ଭେ ଏତ୍ କି ନିରିହ ଅଟୁ ଯେ ନାହିଁ ପାରିଲା ବୁଝି (୧୩)

କବି: ଧିମାନ୍ ଧନମାଳି ଦୀପ