ନିର୍ବେଦ ତରଫରୁ ସାରା ଓଡ଼ିଶା ବାସିନ୍ଦାକୁ ବାବାସାହେବଙ୍କ ଜୟନ୍ତୀ ର ହାର୍ଦ୍ଧିକ ଅଭିନନ୍ଦନ। କୋରୋନା ମହାମାରୀ ସମୟରେ ମଧ୍ୟ ସାରା ଭାରତ ତଥା ବିଶ୍ଵରେ ବାବାସାହେବଙ୍କ ଜୟନ୍ତୀକୁ ପାଲନ କରାଯାଇଛି ସତର୍କତାର ସହିତ। ନିର୍ବେଦ ତରଫରୁ ଆମେ ଏହି ଐତିହାସିକ ତଥା ଆମର ପର୍ବକୁ ଗୋଟିଏ ଜାଗାରେ ରଖି ପବ୍ଲିସ କରୁଅଛୁ। ଏହି ଭାଗରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କିପରି ବିଭିନ୍ନ ଗ୍ରାମାଞ୍ଚଳରେ ଜୟନ୍ତୀ ପାଳିତ ହୋଇଛି ତାହାରି କିଛି ଦୃଶ୍ୟ ।

କଳାହାଣ୍ଡି ର ଲଡୁ ଗାଁ ରେ ବାବାସାହେବଙ୍କ ଜୟନ୍ତୀ ପାଳନ କରାଗଲା।:-

କଳାହାଣ୍ଡି ର ତୁରେଚେଡା, ଗୋଳାମୁଣ୍ଡା ବ୍ଲକ ରେ ବାବାସାହେବଙ୍କ ଜୟନ୍ତୀ। Jai Bhim. Happy Ambedkar jayanti:-


କଳାହାଣ୍ଡିର ଭୁର୍ଷିଗୁଡା ଓ ଡୁମେରମୁଡା ରେ ବାବାସାହେବଙ୍କ ଜୟନ୍ତୀ ପାଲନ ହୋଇଯାଇଛି।:-

ଧନପୁର ଗ୍ରାମର କଲମପୁର ବ୍ଲକ ରେ ଆମ୍ବେଦକର ଜୟନ୍ତୀ ପାଇଁ ରୋଷେଇ ଚାଲିଛି, ଆପଣଙ୍କ ଗ୍ରାମରେ କଣ ଚାଲିଛି? ଆମକୁ ପଠେଇ ପାରିବେ।:-

ବାଆବସାହେବ ଜୟନ୍ତୀ- Old Ambodola celebrate 129th Birth anniversary Bharat Ratna Dr.B.R.Ambedkar jayanti. ଜୟ ଭିମ ଅମ୍ବାଦୋଳା ବନ୍ଧୁ ମାନଙ୍କୁ:-

ବିଜମରା ଗ୍ରାମରେ ଜୟନ୍ତୀ ପାଳନ। ବାବାସାହେବ ଆମ୍ବେଦକର ଜୟନ୍ତୀର ହାର୍ଦ୍ଧିକ ଶୁଭେଚ୍ଛା।
@Kalahandi:-

ଆପଣ ଯଦି ନିଜ ଗ୍ରାମର ତଥା ନିଜ ଘରର ଜୟନ୍ତୀର ମୁଖ୍ୟ ମୁହୂର୍ତ୍ତ ବହୁଜନ ସମାଜ ସହିତ ବାଣ୍ଟିବାକୁ ଚାହୁଁଛନ୍ତି ତେବେ ଯୋଗା ଯୋଗ କରନ୍ତୁ ନିର୍ବେଦକୁ। କିମ୍ବା ସିଧା ଯୋଗାଯୋଗ କରନ୍ତୁ ଏହି ନମ୍ବର ରେ – 7042926495।