ଏହି ଦ୍ଵିତୀୟ ଭାଗରେ ବଲାଙ୍ଗୀର ଜିଲ୍ଲାର ଅନେକ ଜାଗାରେ କିପରି ଆମ୍ବେଦକର ଜୟନ୍ତୀ ପାଳନ ହୋଇଛି ତା ର କିଛି ଦୃଶ୍ୟ।

ବାବାସାହେବଙ୍କ ଜୟନ୍ତୀ ବଲାଙ୍ଗୀର ଡ୍ୟାମ ପଡ଼ାରେ।

ବଲାଙ୍ଗୀର ର ତାଲପାଲି ପଡ଼ାରେ ପ୍ରଥମ ଥର ପାଇଁ ବାବାସାହେବଙ୍କ ଜୟନ୍ତୀ ଗୋଟେ ପରିବାରରେ ଆୟୋଜିତ ହୋଇଯାଇଛି:-

Jai bhim, we have received some glimpses of Babasaheb Jayanti Celebration from Patnagarh. Jayanti Celebration with Family .
Patnagarh, Jail line Para, Bolangir, Odisha. Send your celebration as well. Jai bhim. ?

ଅଦ୍ୟ ତାରିଖ. 14.04.2020 ରିଖ ସଂଧ୍ୟା 7 ଘଣ୍ଟା ସମୟରେ ପାଟଣାଗଡ ବାସଭବନ ଠାରେ ଭାରତ ରତ୍ନ, ବୋଧି ସତ୍ଵ, ଜ୍ଞାନ ର ପ୍ରତୀକ ଡ଼ଃ ବାବାସାହେବ ଆମ୍ବେଦକର ଙ୍କ 129 ତମ ଜୟନ୍ତୀ ମୋର ପରିବାର ସହିତ ପାଳନ କରାଗଲା।- Sripati Kumbhar

ନିଜ ଘର ତଥା ନିଜ ଜାଗାରେ କିପରି ଜୟନ୍ତୀ ପାଳନ ହୋଇଛି ନିର୍ବେଦକୁ ପଠାନ୍ତୁ। ନମ୍ବର-7042926495।