କିଏ ସେ ହଲୁ ମାଲି
ନା ଜେନ୍ତା କାମ ସେନ୍ତା
କାମ କବାର କେ କେବେ ସେ ନାଇଁ ଯାଏ ଭୁଲି
ସେ ହେଉଛେ ହଲୁ ମାଲି
କିଏ ସେ ହଲୁ ମାଲି
ଜନମ୍ କରମ୍ ତାର୍
ଲୋଇସିଂହା ମାଟି ନେ
ଉଠା ବସା ତାର କୁମ୍ଭାର ପଡା ନେ
ବଡା ମଧୁର ସମ୍ପକ ତାର
ଲୋକ ମାନକର ନେ
ଭାବ୍ ପ୍ରେମ କେ କେବେ ସେ ନି ଯାଏ ଭୁଲି
ସେ ହେଉଛେ ହଲୁ ମାଲି
ସେ ହେଉଛେ ହାଲୁ ମାଲି
କିଏ ସେ ହଲୁ ମାଲି
ସଖାଲୁ ଉଠଲେ ଖେତ କେ ଯାଏସି
ଝାଲ୍ ବୁହି କରି ଖେତେ ସୁନା ଫଲାସି
କାନା ଦେଖବ ମାହାପୁରୁ
ସାଗ, କୋବି, ଭେନ୍ଡି, ଭାଜି, ମେକା ସାଗେ କଥା ହେସି
ପିଲା ଠାନୁ ବଡି କରି ସବକୁ ପାଲସି
ସେ ହେଉଛେ ହଲୁ ମାଲି
କିଏ ସେ ହଲୁ ମାଲି
ଗାଁ ମାଟିର ଲୋକ ସୁଖେ ରହେବେ ବଲି
ନିଜର ଦୁଃଖ ସବୁ କେ ଝାଲେ ଭୁଲି କରି
କାମ କବାର କେ କେବେ ସେ ନି ଯାଏ ଭୁଲି
ଆମର ସେ ପି୍ରୟ ହଲୁ ମାଲି
ହଏ ତ ସେ ତ ହଲୁ ମାଲି
ଆମର ସବକର ପି୍ରୟ ହଲୁ ମାଲି
ଜୟ ଫୁଲେ, ଜୟ ବିରସା, ଜୟ ଭିମ
କବି : ମୁନୁ ରଣା, ସ୍ନାତକ, ଟାଟା ସାମାଜିକ ଵିଜ୍ଞାନ ସଂସ୍ଥାନ, ମୁମ୍ବାଇ