ଅଧା ବୋଧେ ରହିଗଲା
ଚାଲିଛି ଲଢେଇ "ସମତା" ର ପାଇଁ, ଅଧିକାର ସବୁ ଗଲା। "ନ୍ୟାୟ" ମିଳିବାତ ଦୂରର କଥା, ନୀତିଶାସ୍ତ୍ର ବଦଳିଲା ଭାବେମୁଁ…………….. ଅଧା ବୋଧେ ରହିଗଲା।।୬

ଯଦି ମନା କରୁ ବନ୍ଧ ହୁଡା ବାରି ଗାଁର ମଶାଣି, ତୁଠ ପୋଖରୀ ମାରିବି ଚାପୁଡା ଶକ୍ତ ଥରେ ଯଦି ଆଉ ଅଛୁଆଁ କହୁ ଜାତି ନାଆଁରେ…