ପୀଡିତା କୁହେ !
ପୀଡିତା କୁହେ ସୁନ୍-ସାନ୍ ଥିଲା ବାଟରେ,ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେଭାବିନଥିଲି ଜୀବନ ହାରିବି ଅକାଳରେ || କିଏ ଜାଣେକାହାର ଥିଲେ ସେମାନେ ପୁଅ, ସ୍ୱାମୀ…
ପୀଡିତା କୁହେ ସୁନ୍-ସାନ୍ ଥିଲା ବାଟରେ,ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେଭାବିନଥିଲି ଜୀବନ ହାରିବି ଅକାଳରେ || କିଏ ଜାଣେକାହାର ଥିଲେ ସେମାନେ ପୁଅ, ସ୍ୱାମୀ…
ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ ଅନ୍ଧବିଶ୍ୱାସ ଥିଲା ଭରି , ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି ବୁଦ୍ଧ ଥିଲେ ବିରୋଧ କରି ।।
” ନମୋ ବୁଦ୍ଧାୟ “ବିଶ୍ବ ଶାନ୍ତି ଦୂତ ଆହେକରୁନା ସାଗରତଥାଗତ୍ ଗୌତମ ବୁଦ୍ଧପାଦରେ ଜୁହାରଧଏନ୍ ତମର୍ ଜନମ୍ ଭୁଇଁଧଏନ୍ ମାତା ପିତାସମତା କରୁନା ପ୍ରଚାରକସତ୍ ଗିଆନ୍ ଦାତାଅସତର୍…
ହଠାତ ନିଝୁମ ରାତିରେ ଶୁଭେ ଝିଙ୍କାରୀର ଝି ଝି ଶବ୍ଦ । ପାହାଡ଼ ଶିଖରରୁ ଭାସି ଆସେ ବାରୁଦର ଗନ୍ଧ । ଆଖିରେ ଆଗରେ ଝଳସେ ଦେବାଳୟରେ…
ଏ ଗୀତ କାଲିକି ଯେ ହେଇଯିବ ଗାଥା କାଲି ପୁଣି ଆସିବ ଟିଭିରେ ଅମୁକ ମିଶ୍ର, ବେନାର୍ଜୀ, ଚାଟେର୍ଜି, ତଥା ଭୂମିହାର ଜୀବିତ.! ବିପ୍ଲବୀ ନେତା ପୁଣି…