କବିତା ବିପ୍ଳବର ବହ୍ନି Apr 27, 2020 nirvedaodisha (ନିର୍ବେଦ ଓଡିଶା) ହଠାତ ନିଝୁମ ରାତିରେ ଶୁଭେ ଝିଙ୍କାରୀର ଝି ଝି ଶବ୍ଦ । ପାହାଡ଼ ଶିଖରରୁ ଭାସି ଆସେ ବାରୁଦର ଗନ୍ଧ । ଆଖିରେ ଆଗରେ ଝଳସେ ଦେବାଳୟରେ…