ଜ୍ଞାନର ପ୍ରତିକ ହେ ମହାମାନବ
ତୁମରି ଲେଖନୀ ଛିଣ୍ଡାଏ ଧମନୀ ଜଲାଏ ବିପ୍ଲବ ବହ୍ନି , ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ ବିନାଶ କରିବା ପାଇଁ । (୩)
ତୁମରି ଲେଖନୀ ଛିଣ୍ଡାଏ ଧମନୀ ଜଲାଏ ବିପ୍ଲବ ବହ୍ନି , ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ ବିନାଶ କରିବା ପାଇଁ । (୩)
ନିଜ ଦୃଢ଼ ଇଚ୍ଛାଶକ୍ତି ଆପ୍ରାଣ ଉଦ୍ୟମର ବଳେ, ଲଭିଲ କେତେ ଯେ ଡିଗ୍ରୀ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟେ । (୨)
ଭୀମାସ୍ତ୍ର ଚଲାଇ ସର୍ବେ ଅତ୍ତୋଦୀପ ହେବା ସୁଖ ଓ ଦୁଃଖ ରେ ହର୍ଷଉଲ୍ଲାସ ରେ ଜୟ ଜୟ ଭୀମ୍ କହିବା, ମୁକ୍ତିର ଏ ନାରା ଜୟ ଭୀମ୍…
ଦଳିତ, ଶୋଷିତ, ପଛୁଆବରଗ ଦିନମଜୁରିଆ, କୁଳି ନାରୀ ଜାତିର ମହତ ରଖଲ ମନୁବାଦ ସାଙ୍ଗେ ଲଢ଼ି ।।