Category: କବିତା

ମୁଁ ଲେଖିବାକୁ ଚାହେଁ !

ମୁଁ ଲେଖିବାକୁ ଚାହେଁମୋ କବିତା କାନ୍ଧରେମୁଣ୍ଡ ରଖି କାନ୍ଦିପାରୁଥିବାସମାଜ ରଶୋଷିତ, ନିଷ୍ପେସିତନିରୀହ, ବିରହଶ୍ରମିକ, କୃଷକ, ପ୍ରେମିକଅଛୁଆଁ, ଅଲୋଡ଼ା ଓନିର୍ଯାତିତ ନାରୀ ମନରଅକୁହା ଅଶୁଣା କଥା…ମୁଁ ଲେଖିବାକୁ ଚାହେଁମୋ…

ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍

ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ ଅନ୍ଧବିଶ୍ୱାସ ଥିଲା ଭରି , ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି ବୁଦ୍ଧ ଥିଲେ ବିରୋଧ କରି ।।