ତୋର ଯୋଗଦାନ ପାଇଁ ମାଁ,
ହେଲି ମୁ ଶିକ୍ଷିତ
ତୋର ଯୋଗଦାନ ପାଇଁ ମାଁ,
ଦେଖିଲି ଜଗତ।।
ତୋର ଯୋଗଦାନ ପାଇଁ ମାଁ,
ଗାଉଛି ମୁ ଗୀତ
ତୋର ଯୋଗଦାନ ପାଇଁ ମାଁ,
କରୁଛି ମୁ ନାଚ।।
ତୋର ଯୋଗଦାନ ପାଇଁ ମାଁ,
ହୋଇଛି ମୁ ଆଜାଦ
ତୋର ଯୋଗଦାନ ପାଇଁ ମାଁ,
ପୁରୁଷବାଦୀ ସମାଜକୁ ମୋ ଜବାବ ।।
ତୋର ଯୋଗଦାନର ନାହିଁ ସମାପ୍ତ
ତୋର ଯୋଗଦାନର ନାହିଁ ଯେ ସମାପ୍ତ ।।

  • ଲେଖିକା, ମନୀଷା ମହାନନ୍ଦୀଆ, ଜିଲ୍ଲା ବୌଦ୍ଧ, +୨ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର।