ମୁଁ ଦିନ ମଜୁରିଆ
ମୁଁ ଦିନ ମଜୁରିଆଚାଳ ମାଟି ଘରେ ଜନମ ହୋଇବଢିଛି ମୁଁ ବାସି ପଖାଳ ଖାଇ | ନାହିଁ ମୋର ଅଧିକ ଆଶାନା ବସିରହେ ମୁଁ ମୁଠାଏ ଦାନା…
ମୁଁ ଦିନ ମଜୁରିଆଚାଳ ମାଟି ଘରେ ଜନମ ହୋଇବଢିଛି ମୁଁ ବାସି ପଖାଳ ଖାଇ | ନାହିଁ ମୋର ଅଧିକ ଆଶାନା ବସିରହେ ମୁଁ ମୁଠାଏ ଦାନା…
ପୀଡିତା କୁହେ ସୁନ୍-ସାନ୍ ଥିଲା ବାଟରେ,ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେଭାବିନଥିଲି ଜୀବନ ହାରିବି ଅକାଳରେ || କିଏ ଜାଣେକାହାର ଥିଲେ ସେମାନେ ପୁଅ, ସ୍ୱାମୀ…
ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ ଅନ୍ଧବିଶ୍ୱାସ ଥିଲା ଭରି , ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି ବୁଦ୍ଧ ଥିଲେ ବିରୋଧ କରି ।।
I strongly condemn this unethical reporting and urge the website to pull down the article or make immediate corrections.
ମହିମାଧର୍ମ ଏବଂ ବୌଦ୍ଧଧମ୍ମ ଏକ ଓ ଅଭିନ୍ନ ଅଟେ । ଏଥିରେ ଦ୍ବିମତ କିଛି ନାହିଁ । ବୁଦ୍ଧଙ୍କର ମୌଳିକ ଶିକ୍ଷା, ପଞ୍ଚଶୀଳ ମହିମା ଧର୍ମରେ ସ୍ପଷ୍ଟ…