ସାବିତ୍ରୀ ମାଁ ର ଯୋଗଦାନ
ତୋର ଯୋଗଦାନ ପାଇଁ ମାଁ, ହୋଇଛି ମୁ ଆଜାଦ ତୋର ଯୋଗଦାନ ପାଇଁ ମାଁ, ପୁରୁଷବାଦୀ ସମାଜକୁ ମୋ ଜବାବ ।।
ସାବିତ୍ରୀବାଇ ଫୁଲେଙ୍କ ସଂଘର୍ଷ ଏବଂ ଦର୍ଶନ୍
ଯଦି ଆମେ ନିଜେ ଅମ୍ବଦକର୍-ବାଦୀ ବିଚାର୍ ଧାରା ରେ ବନ୍ଚୁଛୁ, ସାବିତ୍ରୀବାଇ ଫୁଲେ ଆଉ ଜୋତିବା ଫୁଲେ କେ ନିଜର୍ ଆଦର୍ଶ ମାନୂଛୁ ଆଉ ତାକର୍ ବିଚାର୍-ଧାରା…
ମୁଁ ଦିନ ମଜୁରିଆ
ମୁଁ ଦିନ ମଜୁରିଆଚାଳ ମାଟି ଘରେ ଜନମ ହୋଇବଢିଛି ମୁଁ ବାସି ପଖାଳ ଖାଇ | ନାହିଁ ମୋର ଅଧିକ ଆଶାନା ବସିରହେ ମୁଁ ମୁଠାଏ ଦାନା…
ପୀଡିତା କୁହେ !
ପୀଡିତା କୁହେ ସୁନ୍-ସାନ୍ ଥିଲା ବାଟରେ,ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେଭାବିନଥିଲି ଜୀବନ ହାରିବି ଅକାଳରେ || କିଏ ଜାଣେକାହାର ଥିଲେ ସେମାନେ ପୁଅ, ସ୍ୱାମୀ…
ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍
ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ ଅନ୍ଧବିଶ୍ୱାସ ଥିଲା ଭରି , ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି ବୁଦ୍ଧ ଥିଲେ ବିରୋଧ କରି ।।