ସାବଧାନରେ!
ସେମାନେ ଆମ ରକ୍ତ ଶୋଷି ଚାଲିଲେ,ଆମେ ସହିଗଲେ।ଆମ ରକ୍ତରେ ସେମାନେ ଇତିହାସ ଲେଖିଲେତାଙ୍କ ସାମ୍ରାଜ୍ୟର ଇତିହାସ,ଆମେ ସହିଗଲେ।ସେଇ ଇତିହାସ ଭାଷାରେ ଆମର ପରିଚୟ ଲୁଟିଲେତାଙ୍କ କୂଳର ପରିଚୟ…
ସେମାନେ ଆମ ରକ୍ତ ଶୋଷି ଚାଲିଲେ,ଆମେ ସହିଗଲେ।ଆମ ରକ୍ତରେ ସେମାନେ ଇତିହାସ ଲେଖିଲେତାଙ୍କ ସାମ୍ରାଜ୍ୟର ଇତିହାସ,ଆମେ ସହିଗଲେ।ସେଇ ଇତିହାସ ଭାଷାରେ ଆମର ପରିଚୟ ଲୁଟିଲେତାଙ୍କ କୂଳର ପରିଚୟ…
କେବେ ଦିନେ କ୍ରାନ୍ତିଜ୍ୟୋତି ଟେ ହୋଇଜନମି ଥିଲ ସେ ଅନ୍ଧାରୀ ସମାଜରେ।।କରେନା ବିଶ୍ବାସ ମୁଁ ଯେଭାଗ୍ୟ କି ଭଗବାନ ରେ..।।ତଥାପି କହିବିଭାଗ୍ୟବାନ ସେ ମାଳି ଦମ୍ପତିଯାହା ଗର୍ଭରୁ…
କୋଉ ପାପ କରିଦିଏ ଯେ ପ୍ରତିମାସରେ ଥରେ ଅଛୁଆଁ ହେଇଯାଏ କାହାକୁ ଛୁଇଁଦେଲେ କେମିତି ମାରା ହେଇଯାନ୍ତି ସେମାନେ ବୁଝିପାରେନି ମୁଁ? ମାସିକ ଧର୍ମ କଣ ପାପ?…
କେ ଜାନିଛେ ଇ ଚୁଇଲର କୁହଲାର ନାଁ ଆଉ ଜାତି କାଣା ଛାଏନର କଣା ଦିକରି ଆକାଶ ଆଡକେ ଜାଇସି ମାତର ଅଲଗା ଜାତିର ଲୋକମାନେ ଡମ…