କପିଲବସ୍ତୁର୍ ଲୁମ୍ବିନି ଉଦ୍ୟନ୍ ଠନେ
ହେଇଥିଲ ତୁମେ ଜନମ୍ ,
ପିତା ସୁଦ୍ଦୋଦନ ମାତା ମାୟାଦେବି
ତାହାକୁ କୋଟି ନମନ୍ ।।
ସ୍ତ୍ରୀ ଯଶୋଧାରା ପୁଓ ଥିଲା ରାହୁଲ
ସିଦ୍ଧାର୍ଥ ଥିଲା ତାକର୍ ନାଁ ,
ଗୌତମୀ ବୋଲି ଆର ଗୁଟେ ନାରୀ
ଥିଲା ତାକର୍ ପାଳିତ୍ ମାଁ ।।
ଦୁଇଟା ବଂଶ୍ କେ ମନା କରିଥିଲେ
ଯୁଦ୍ଧ କରବାର୍ କାଜି ,
ରାଜ୍ ବଂଶେ ତାକୁ ବିରୋଧ୍ କଲେ
ରାଏଜ଼୍ ଛାଡ଼ବାର୍ ଲାଗି ।।
ମୋହ ମାୟା ସଂସାରୁ ମୁକ୍ତି ହେବାର୍ କେ
ରାଜ ଭୋଗ୍ ଦେଲେ ଛାଡି ,
ବୈରାଗୀ ହେଇ ସତ୍ୟର୍ ଅନୁସନ୍ଧାନେ
ଗଲେ ରାଜ୍ ପୋଷାକ୍ କାଢି ।।
ସତ୍ୟର୍ ବାଟେ ଚାଲି ଦିବ୍ୟଜ୍ଞାନ ଲାଭ୍
ବୋଧଗୟା ନେ ଥିଲେ କରି ,
ସାରାନାଥେ ଦେଲେ ଧର୍ମ ନୀତି ଶିକ୍ଷା
ପହେଲା ହେଇ କି ଯାଇ ।।
ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ
ଅନ୍ଧବିଶ୍ୱାସ ଥିଲା ଭରି ,
ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି
ବୁଦ୍ଧ ଥିଲେ ବିରୋଧ କରି ।।
ଦୟା କ୍ଷମା ପ୍ରେମ ପରିବର୍ତନ ଆନି
ଶିକ୍ଷା ଦେଉଥିଲେ ବୁଲି ,
ବାଣୀ ସୁନି ଲୋକ୍ ପରିବର୍ତ୍ତନ ହେଲେ
ହିଂସା ଅହଂକାର୍ ଭୁଲି ।।
ଶାକ୍ୟ କ୍ଷତ୍ରିୟ ରେ ଜନମ୍ ହେଇ କି
ଥିଲା ତାକର୍ ଦୟା ଧରମ୍ ,
ଚଣ୍ଡାଅଶୋକ୍ ନୁ ଧର୍ମାଅଶୋକ୍ ହେଇ
ରାଜା ଭି ଗଲେ ଶରନ୍ ।।
ଆର୍ଯ୍ୟ ଅଷ୍ଟାଙ୍ଗ୍ ଶିକ୍ଷା ଥିଲା ତାକର୍
କରୁ ଅଛେ ତାକୁ ନମନ୍ ,
ଅନ୍ଧବିଶ୍ୱାସୁ ଉଠେଇ ସଂସାର୍ ସାରା କେ
ଦେଖାଲେ ସୁଖର୍ କରମ୍।।
*ବିବେକ୍ ବାଗ୍, ଢ଼ୁଲିଆ (ଢ଼ୋଲ ବାଦକ), ନୃତ୍ୟ ଶିକ୍ଷକ, ଲୋଇସିଂହା , ବଲାଙ୍ଗୀର।