Nirveda Odisha Logo
NIRVEDA ODISHA | ନିର୍ବେଦ ଓଡିଶା
ପ୍ରଜ୍ଞା • କରୁଣା • ସମତା | Anti-Caste & Ambedkarite Buddhist Journal
Archive • ସଂଗ୍ରହ

Category: Poetry (କବିତା)

May 6, 2020

ବିଶ୍ୱ ଶାନ୍ତି ଦୂତ

” ନମୋ ବୁଦ୍ଧାୟ “ବିଶ୍ବ ଶାନ୍ତି ଦୂତ ଆହେକରୁନା ସାଗରତଥାଗତ୍ ଗୌତମ ବୁଦ୍ଧପାଦରେ ଜୁହାରଧଏନ୍ ତମର୍ ଜନମ୍ ଭୁଇଁଧଏନ୍ ମାତା ପିତାସମତା କରୁନା ପ୍ରଚାରକସତ୍ ଗିଆନ୍ ଦାତାଅସତର୍ ହାଁଟରେ ତମେଉଡ଼ାଲ ସତର୍ ବାନାତମେ ଏକା ଜଗତ୍ ନେଶାନ୍ତି ନାମେ…

Read Full Essay →
April 27, 2020

ବିପ୍ଳବର ବହ୍ନି

ହଠାତ ନିଝୁମ ରାତିରେ ଶୁଭେ ଝିଙ୍କାରୀର ଝି ଝି ଶବ୍ଦ । ପାହାଡ଼ ଶିଖରରୁ ଭାସି ଆସେ ବାରୁଦର ଗନ୍ଧ । ଆଖିରେ ଆଗରେ ଝଳସେ ଦେବାଳୟରେ ବଳାତ୍କାର ହେଇଥିବା କୁନି ଝିଅର ବିକଳ କ୍ରନ୍ଦନ । କ୍ଷୁଧାତୁର…

Read Full Essay →
April 28, 2020

ଲାଲ୍ ପଇତା

ଏ ଗୀତ କାଲିକି ଯେ ହେଇଯିବ ଗାଥା କାଲି ପୁଣି ଆସିବ ଟିଭିରେ ଅମୁକ ମିଶ୍ର, ବେନାର୍ଜୀ, ଚାଟେର୍ଜି, ତଥା ଭୂମିହାର  ଜୀବିତ.! ବିପ୍ଲବୀ ନେତା ପୁଣି ଦେଖିବି ମୁଁ, ତା' କ୍ରାନ୍ତି ର ପ୍ରତିକ, ସେ ଲାଲ୍…

Read Full Essay →
April 29, 2020

ଅଧା ବୋଧେ ରହିଗଲା

ଚାଲିଛି ଲଢେଇ "ସମତା" ର ପାଇଁ, ଅଧିକାର ସବୁ ଗଲା। "ନ୍ୟାୟ" ମିଳିବାତ ଦୂରର କଥା, ନୀତିଶାସ୍ତ୍ର ବଦଳିଲା ଭାବେମୁଁ…………….. ଅଧା ବୋଧେ ରହିଗଲା।।୬

Read Full Essay →
May 3, 2020

ବୁଝଲେ ହେସି…ଜୁଝଲେ ନାଇ!

ତୋର ଲାଗି ବଲି କୋଟା ଦେଲେ ବାବା.... ଚାକରି କରବୁ ତୁଇ ଜାନି ଭୋଟ କେ ତର୍ ବିକି ଖାଇ ନେଲୁ ତାର୍ ତାକତ୍ କେବେ ନେଇ ଚିନ୍ହି... ଗୁଲାମ୍ କେ ଗୁଲାମ୍ ହେଇ ଅଛୁ କେବେ ମୁନୁଷ୍…

Read Full Essay →