Nirveda Odisha Logo
NIRVEDA ODISHA | ନିର୍ବେଦ ଓଡିଶା
ପ୍ରଜ୍ଞା • କରୁଣା • ସମତା | Anti-Caste & Ambedkarite Buddhist Journal
Section Archive • ବିଭାଗ

Poetry (କବିତା)

ଫୁଲେ ମାଆଁର୍ ପାଠ୍‌ପଢା

ଫୁଲେ ମାଆଁର୍ ପାଠ୍‌ପଢା

ପୁରୁଷ୍ କୈନ୍ଦ୍ରିକ୍ ସମାଜର୍ ସାଂଗେ କରିଛନ୍ ସେ ଲଢେଇ , ଲୁଡା ନାଇଁ ଥାଇ ଧଏନ ସମ୍‌ପତି ସମାଜ୍‌କେ ଥିଲେ ମୁଡେଇ ।୧ ସମାଜ୍‌ଟା ଘର୍ ବଲି ଭାବୁଥିଲେ କରୁଥିଲେ ସବୁ କାମ୍...

By nirvedaodisha (ନିର୍ବେଦ ଓଡିଶା) •
ଆମେତ ମୂଲ୍ ନିବାସୀ

ଆମେତ ମୂଲ୍ ନିବାସୀ

ଆମର୍ ତିହାର୍ ଆମର୍ ପରବ୍ଆମର୍ ମହାପୁରୁଷ୍ ଆମର୍ ଗରବ୍ତାହାଁକୁ ଆମେ ସନ୍-ମାନ୍ ଦେମାତାକର୍ ନାଁକେ ଗାଉଥିମାଜଏଭିମ୍ ଜଏ ଭାରତ୍ କହଲେ କେତେ ଉସତ୍ ଲାଗ୍ସୀଆମେତ ମୁଲନିବସୀମିଠା ଆମର୍ ମାଏନ୍ ବେଭାର୍ ମିଠା ଆମର୍...

By nirvedaodisha (ନିର୍ବେଦ ଓଡିଶା) •
ଶିକ୍ଷିତ ହେଉ…

ଶିକ୍ଷିତ ହେଉ…

ଶିଖିତ ହେଉ ସନ୍ଘର୍ଷ କରୁ ସଙ୍ଗଠିତ ହେଉ ଭାଇ !! ତିନି ମହାମନ୍ତର୍ ଦେଇ ଯାଇ ଛନ୍ ବାଵା ଆମ୍ଭ ନ୍କୁ ଆଜି !!(୧) ସମତା,ସ୍ୱତନ୍ତ୍ର, ନିଆୟ ,ଭାଇଚାରା,ଘର୍ ଘର୍, ପର୍ଚାର୍ କର,!!...

By nirvedaodisha (ନିର୍ବେଦ ଓଡିଶା) •
ସମ୍ବିଧାନ

ସମ୍ବିଧାନ

ସମ୍ବିଧାନ ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !! ମଣିଷ କୁ କଳୁ ଆଜି ତୁହି ରେ ସମାନ !!(୧) ଧନ୍ୟ,ଧନ୍ୟ,ଧନ୍ୟ ରେ ତୁ ଧନ୍ୟ ସମ୍ବିଧାନ !! ସାରା ପୃଥିବୀ ରେ...

By nirvedaodisha (ନିର୍ବେଦ ଓଡିଶା) •
କାହିଁ ଗଲ ଭଗବାନ ଏ କରୁନା ଭାଇରସ ରେ ଛାଡି ଆମକେ !

କାହିଁ ଗଲ ଭଗବାନ ଏ କରୁନା ଭାଇରସ ରେ ଛାଡି ଆମକେ !

ହେ ଭଗବାନ୍,ହେ ଈଶ୍ବର୍, ହେଆଲ୍ଲା,କେନ୍ନେ ଅଛ ରହି !! କରୋନା ଭାଈରସ୍ ଏତ୍କି ମାରୁଛେ ନାହିଁ ପାରୁଛ ଦେଖି !!(୧) ତୁମ୍କେ ,ମାନ୍କେ ମାଏନ୍ବ ବାର୍ କାଯେ ମନ୍ଦିର୍ ମସ୍ ଜିଦ୍ ବନାଲୁ...

By nirvedaodisha (ନିର୍ବେଦ ଓଡିଶା) •
← Newer Articles
Older Articles →