Nirveda Odisha Logo
NIRVEDA ODISHA | ନିର୍ବେଦ ଓଡିଶା
ପ୍ରଜ୍ଞା • କରୁଣା • ସମତା | Anti-Caste & Ambedkarite Buddhist Journal
Section Archive • ବିଭାଗ

Poetry (କବିତା)

ଆସରେ ଆମେ ପାଠ୍‌ପଢି ଯିମା 

ଆସରେ ଆମେ ପାଠ୍‌ପଢି ଯିମା 

କେତେ ଦିନ୍‌ ଆର୍‌ ଖେଲା ବୁଲା ସାଂଗ୍‌ ସାଥୀ ଧରି , ଆସରେ ଆମେ ପାଠ୍‌ପଢି ଯିମା ଗୁଟେ ହେଇ କରି ।୧। ପାଠ୍‌ ପଢ୍‌ମା ବଡ୍‌ ଲୋକ୍‌ ହେମା ନାଇଁ ରହୁ...

By nirvedaodisha (ନିର୍ବେଦ ଓଡିଶା) •
କ୍ରାନ୍ତିସୂର୍ଯ୍ୟ ଗୁରୁ ମହାତ୍ମା ଫୁଲେ

କ୍ରାନ୍ତିସୂର୍ଯ୍ୟ ଗୁରୁ ମହାତ୍ମା ଫୁଲେ

ଚିର ନମସ୍ଯ ହେ ମହାମାନବ ଚରଣାର ବିନ୍ଦେ ତୁମ , ଭାବନେତ୍ର ନୀରେ ପ୍ରଖ୍ଯାଳନ କରି ଅରପେ ଶ୍ରଦ୍ଧା ସୁମନ । ଶିକ୍ଷା ଆକାଶରେ ଧୃବତାରା ତୁମେ ନାହିଁ କେହି ତୁମ ସମ,...

By nirvedaodisha (ନିର୍ବେଦ ଓଡିଶା) •
ଆମ୍ବେଦକର ମହିମା

ଆମ୍ବେଦକର ମହିମା

ତମର୍ ଲାଗି ଦେଶର୍ ଜନତା ସମାନ୍ ଅଧିକାର ପାଏଲେ । ଗାଁ ମଝା ଖୁଲି ଛୋଟ ଜାତି ବି ମୁଡ଼ ଟେକି କିନା ଚାଳଲେ ।।

By nirvedaodisha (ନିର୍ବେଦ ଓଡିଶା) •
ଆମ୍ବେଦକର ଜୟନ୍ତୀ

ଆମ୍ବେଦକର ଜୟନ୍ତୀ

ଏହା ବାବାସାହେବଙ୍କ ସନ୍ଦେଶ ଏକ ହେବା ବହୁଜନ ଆନ୍ଦୋଳନକୁ ଆଗେଇନେବା ।। ନିଜ ଭିତରେ କରିବାନି କେବେ କଳି ।। ଏହା ହେବ ଆଜିର ଦିନରେ ବାବାସାହେବଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।।

By nirvedaodisha (ନିର୍ବେଦ ଓଡିଶା) •
ହାତ ଠାରି ଡାକେ ସମ୍ବିଧାନ

ହାତ ଠାରି ଡାକେ ସମ୍ବିଧାନ

ରାମ ରାଇଜରେ ଦୁଃଖ ଅଣଚାରେ ହିନ୍ଦୁ ଧର୍ମ ହେବ ସଂସ୍ଥାପନ, ଏ ଦେଶ ମାଟିରେ ମୂଳ ନିବାସୀ ମୋ ପାଉଛନ୍ତି ଘୋର ଅପମାନ l ରାଷ୍ଟ୍ର ଗାନ କରି ହାତେ ଲାଠି ଧରି...

By nirvedaodisha (ନିର୍ବେଦ ଓଡିଶା) •
← Newer Articles
Older Articles →