Category: କବିତା

ଶବ୍ଦର ଊର୍ଦ୍ଧରେ ତମେ ଜ୍ୟୋତିବା

କ୍ରାନ୍ତିଜ୍ୟୋତି ତମେ ଜ୍ୟୋତିବାରାଓଶବ୍ଦରେ ନାହିଁ ତୁମପରି ବୀରଶବ୍ଦରେ ନାହିଁ ତୁମପରି ଜ୍ଞାନୀଶବ୍ଦରେ ନାହିଁ ତୁମପରି କ୍ରାନ୍ତିକାରୀତୁମକୁ ପାଇ ମୁଁ କେତେ ଯେ ଆନନ୍ଦିତଶବ୍ଦରେ ହୁଏତ ବିସ୍ତାର କରି…

ଆମ୍ବେଦକର୍ ଏକ ବିଚାରଧାରା

ଆମ୍ବେଦକର୍’ଜଣେ ଅଛୁଆଁ ବାଳକଠୁଜଣେ ଶିକ୍ଷିତ ବ୍ୟକ୍ତିଯାହାର ବିଚାର୍‌ ପରିଚିତସମଗ୍ର ବିଶ୍ୱ‌ସାରାଆମ୍ବେଦକର୍ ଏକ ବିଚାରଧାରା। ଆମ୍ବେଦକର୍’ଯାହାର ବିଚାର୍‌- ସମାନତାର ପଥକୁ ଆଗେଇଲାଅଛୁଆଁ ସ୍କୁଲରେ ପାଠ ପଢିକଲୋମ୍ବିଆ ବିଶ୍ବବିଦ୍ୟାଳୟକୁ ଗଲାଆମ୍ବେଦକର୍’ଯାହାର…