ଜାଗରଣ
ଶିକ୍ଷା-ସଂରକ୍ଷଣ ଭୋଟ ଅଧିକାର ପାଇଲ ସମ୍ବିଧାନରେ ଏ ତ୍ରିରତ୍ନ କୁ ବିନିଯୋଗ କର ଆସ ଶାସନ ସତ୍ତା ରେ। ।।
ଶିକ୍ଷା-ସଂରକ୍ଷଣ ଭୋଟ ଅଧିକାର ପାଇଲ ସମ୍ବିଧାନରେ ଏ ତ୍ରିରତ୍ନ କୁ ବିନିଯୋଗ କର ଆସ ଶାସନ ସତ୍ତା ରେ। ।।
ପାଠ୍ପଢି ଯେନ୍ କରୁଛୁ ଚାକ୍ରୀ କହୁଛୁ ଯେନ୍ କଥା , ଯେତେ ଅଧିକର୍ ପାଇଛୁ ଆଏଜ୍ ଶୁନିଛୁ ତାର୍ ଗାଥା ?
ଲୋକତନ୍ତ୍ରର ଉପାଦେୟତାକୁ କେବଳ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ସମୟରେ ମନେ ପକାଇଲେ, ତାହା ଆମ୍ବେଦକରଙ୍କ ଲୋକତନ୍ତ୍ର ତଥା ସାମ୍ବିଧାନିକ ରାଷ୍ଟ୍ରପ୍ରତି ଥିବା ଅବଦାନ ପ୍ରତି ଅସମ୍ମାନ…
ଶିକ୍ଷାଠୁ ଆମକୁ କରି ଦୂର ବିକ୍ଷିପ୍ତ କରି ଦେଇ ଇତିହାସ ଆମର ଗୁଲାମୀର ଜଞ୍ଜିରରକୁ ପ୍ରଥା ବୋଲି ଭାବି ଜାତି ନାଁରେ ମଣିଷ କେତେ ଭାଗବଣ୍ଟା କେତେ…
ସମ୍ବିଧାନ୍ ଲାଗି ମିଳେ ଅଧିକାର ମିଲୁଛେ ମହତ୍ ମାଏନ୍ ଛୁଚା ମାହାଳିଆ ଗାଧୁଛ ସିନା ଗଙ୍ଗାର୍ ଗୁନ୍ଦାଲ୍ ପାଏନ୍....