ଆମ୍ବେଦକର ମହିମା
ତମର୍ ଲାଗି ଦେଶର୍ ଜନତା ସମାନ୍ ଅଧିକାର ପାଏଲେ । ଗାଁ ମଝା ଖୁଲି ଛୋଟ ଜାତି ବି ମୁଡ଼ ଟେକି କିନା ଚାଳଲେ ।।
By nirvedaodisha (ନିର୍ବେଦ ଓଡିଶା)
•
ତମର୍ ଲାଗି ଦେଶର୍ ଜନତା ସମାନ୍ ଅଧିକାର ପାଏଲେ । ଗାଁ ମଝା ଖୁଲି ଛୋଟ ଜାତି ବି ମୁଡ଼ ଟେକି କିନା ଚାଳଲେ ।।
ଏହା ବାବାସାହେବଙ୍କ ସନ୍ଦେଶ ଏକ ହେବା ବହୁଜନ ଆନ୍ଦୋଳନକୁ ଆଗେଇନେବା ।। ନିଜ ଭିତରେ କରିବାନି କେବେ କଳି ।। ଏହା ହେବ ଆଜିର ଦିନରେ ବାବାସାହେବଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।।