Nirveda Odisha Logo
NIRVEDA ODISHA | ନିର୍ବେଦ ଓଡିଶା
ପ୍ରଜ୍ଞା • କରୁଣା • ସମତା | Anti-Caste & Ambedkarite Buddhist Journal
Archive • ସଂଗ୍ରହ

Category: Poetry (କବିତା)

May 4, 2020

ତଥାଗତ ବୁଦ୍ଧ ଶରଣ

କ୍ରାନ୍ତିର ପ୍ରତୀକ, ଏସିଆ ଆଲୋକମହାନ ଦାର୍ଶନିକ, ସମାାଜ ସଂସ୍କାରକତଥାଗତ ବୁଦ୍ଧ ଶରଣ ।ଛାଡ଼ି ରାଜଭୋଗ, ପୁତ୍ରପତ୍ନି ସୁଖଜଗତର ହିତେ ଆଚରି ବୈରାଗ୍ଯକରିଲ କଠୋର ସାଧନ ।। ଜଗତର ଦେଖି ଦୁଃଖଖୋଜିଲ ତାହାର କାରଣତା ସହିତ ନିରାକରଣ ।କାମନା ଦୁଃଖର…

Read Full Essay →
May 1, 2020

ପକ୍ଷପାତରେ କନ୍ୟାରତ୍ନ

ଖୋଲା ଆକାଶକୁ ଦେଖିଲି ମୁଁ, ନ' ମାଶ ଦଶ ଦିନ ମା ଉଦରରୁ ବାହାରି , ଭାବିଲି ମୋ କୁଆଁ କୁଆଁ କ୍ରନ୍ଦନ ଶୁଣି, ଘରେ ମୋର ଥିବ ଖୁଶିର ଲହରୀ, ହେଲେ ମନ ଦୁଃଖରେ ବୁଢୀମାଆ ମୋ…

Read Full Essay →
May 1, 2020

ସ୍ବାଧିନ୍ ଦେଶେ ବହୁଜନର୍ ଶିକ୍ଷାର୍ ଚିନ୍ତା

ସମୀୟାଁ ସିନା ଗଲା ବଦ୍ଲି ହେଲେ ଶୋଷଣ୍ ସୀମା ଚାଲିଛେ ବଡି.. ବହୁଜନ୍ ଇଟା ରଖ୍ ମନେ, ପାଠ୍ ପଢା ସାଙ୍ଗେ ଦିନେ ଦିନେ ବାବାସାହେବ, ସାବିତ୍ରିବାଇ ଫୁଲେ ଆର୍ ପେରିୟାର କର୍ ଇତିହାସ୍ ଉଲ୍ଟା ଛନେ ଛନେ..…

Read Full Essay →
April 24, 2020

ଧମ୍ମୋପଦେଶ

ଅଟେ ଏ ସଂସାର ଦୁଃଖମୟ କାମନା ଦୁଃଖର କାରଣ ତାହାର ବିନାଶେ ଞାନୋଦୟ ହେବ  ଅଷ୍ଟାଙ୍ଗୀକ ମାର୍ଗ କଲେ ଗ୍ରହଣ  । ସତ୍ ଭାବନା, ସତ୍ ସଂକଳ୍ପ, ସତ୍ ବାକ୍ୟ, ସତ୍ କାର୍ଯ୍ୟ, ସତ୍ ଜୀବିକା, ସତ୍ ପରିଶ୍ରମ, …

Read Full Essay →