Nirveda Odisha Logo
NIRVEDA ODISHA | ନିର୍ବେଦ ଓଡିଶା
ପ୍ରଜ୍ଞା • କରୁଣା • ସମତା | Anti-Caste & Ambedkarite Buddhist Journal
Archive • ସଂଗ୍ରହ

Category: Poetry (କବିତା)

May 27, 2020

ମୁଁ ଲେଖିବାକୁ ଚାହେଁ !

ମୁଁ ଲେଖିବାକୁ ଚାହେଁମୋ କବିତା କାନ୍ଧରେମୁଣ୍ଡ ରଖି କାନ୍ଦିପାରୁଥିବାସମାଜ ରଶୋଷିତ, ନିଷ୍ପେସିତନିରୀହ, ବିରହଶ୍ରମିକ, କୃଷକ, ପ୍ରେମିକଅଛୁଆଁ, ଅଲୋଡ଼ା ଓନିର୍ଯାତିତ ନାରୀ ମନରଅକୁହା ଅଶୁଣା କଥା…ମୁଁ ଲେଖିବାକୁ ଚାହେଁମୋ କବିତା ପ୍ରାଣରେଜୀବନ୍ତ ହୋଇ କହିପାରୁଥିବାନଦୀ, ନାଳନିର୍ଝର, ସାଗରବାୟୁ, ବ୍ୟୋମଗିରି, କନ୍ଦରଜମି,…

Read Full Essay →
May 22, 2020

ମୁଁ ଦିନ ମଜୁରିଆ

ମୁଁ ଦିନ ମଜୁରିଆଚାଳ ମାଟି ଘରେ ଜନମ ହୋଇବଢିଛି ମୁଁ ବାସି ପଖାଳ ଖାଇ | ନାହିଁ ମୋର ଅଧିକ ଆଶାନା ବସିରହେ ମୁଁ ମୁଠାଏ ଦାନା ପାଇଁଅନ୍ୟଉପରେ କରି ଭରଷା | ହେଲେ ଆଜି ମୁଁ କରିଥିବା…

Read Full Essay →
May 20, 2020

ପୀଡିତା କୁହେ !

ପୀଡିତା କୁହେ ସୁନ୍-ସାନ୍ ଥିଲା ବାଟରେ,ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେଭାବିନଥିଲି ଜୀବନ ହାରିବି ଅକାଳରେ || କିଏ ଜାଣେକାହାର ଥିଲେ ସେମାନେ ପୁଅ, ସ୍ୱାମୀ କି ଭାଇହଠାତ ଆସିଲେ ମୋ ପଟେ ଧାଇଁ || ଛଟ୍-ପଟ୍…

Read Full Essay →