ଭେଦ ଭରା ଘାଟ
ଆଜି ଚାଲିଛି ପ୍ରସ୍ତୁତି ସବର୍ଣ୍ଣଙ୍କ ବସ୍ତି ଭିତରେ, ଜାତିବାଦ କୁ ବଞ୍ଚାଇବା ଲାଗି କେତେ ନୂଆ ଯୋଜନା ନିଜ ଅମଣିଷ ପଣିଆକୁ ଉର୍ଦ୍ଧରେ ରଖିବା ଲାଗି ପୁଣି ଏକ ପରାକାଷ୍ଠା ନିଜ କ୍ରୁରତାକୁ ଲୁଚେଇଦେବା ପାଇଁ ପଶାଖେଳକରି ଜାତି…
ଆଜି ଚାଲିଛି ପ୍ରସ୍ତୁତି ସବର୍ଣ୍ଣଙ୍କ ବସ୍ତି ଭିତରେ, ଜାତିବାଦ କୁ ବଞ୍ଚାଇବା ଲାଗି କେତେ ନୂଆ ଯୋଜନା ନିଜ ଅମଣିଷ ପଣିଆକୁ ଉର୍ଦ୍ଧରେ ରଖିବା ଲାଗି ପୁଣି ଏକ ପରାକାଷ୍ଠା ନିଜ କ୍ରୁରତାକୁ ଲୁଚେଇଦେବା ପାଇଁ ପଶାଖେଳକରି ଜାତି…
ଯଦି ତମେ ନାଇଁ ଥିତନାଇଁ ଥିତି ମୂଇଁନାଇଁ ଥିତା ମୋର ନାଁ କି ଗାଁନାଇଁ ଥିତା ମୋର୍ ଲାଗି, ଅଞ୍ଜଲେ ପାଏନ କି ମୁଠେ ଭାତ୍ ଯଦି କିଛି ଥିତା ସେଟା ମୋରଜାଏତ୍ “ଡମ-ଗଣା”ଥିତି ଗାଁ ର ତରା…
A smile that makes me adorable A smile that defines my personality indispensable from my self identity Was imprisoned for many years In the dungeon of social norms.…
ଆମ୍ବେଦକର୍’ଜଣେ ଅଛୁଆଁ ବାଳକଠୁଜଣେ ଶିକ୍ଷିତ ବ୍ୟକ୍ତିଯାହାର ବିଚାର୍ ପରିଚିତସମଗ୍ର ବିଶ୍ୱସାରାଆମ୍ବେଦକର୍ ଏକ ବିଚାରଧାରା। ଆମ୍ବେଦକର୍’ଯାହାର ବିଚାର୍- ସମାନତାର ପଥକୁ ଆଗେଇଲାଅଛୁଆଁ ସ୍କୁଲରେ ପାଠ ପଢିକଲୋମ୍ବିଆ ବିଶ୍ବବିଦ୍ୟାଳୟକୁ ଗଲାଆମ୍ବେଦକର୍’ଯାହାର ବିଚାର୍-ଶିକ୍ଷିତ, ସଂଘର୍ଷ ଓ ସଂଗଠିତରରୂପ ନେଲା।ଆମ୍ବେଦକର୍ ଏକ ବିଚାରଧାରା। ଜାତିକୁ…
ଡୁଗ୍ରୁ ବଏଲା ସୁନ୍ ବୋ ଦଦା ପଞ୍ଚେତ୍ ଭୋଟ୍ ଆଏଲା ଭୋଟ୍ ଗୁଟ୍ କ ବଡା ଦାମ୍ ବାବୁର୍ ମା ତ କହେଲା ।। ଇ କଥାକେ ସୁନି ପାଏସି ହଲଧର୍ ଠିକାଦାର୍ ଭୋଟ୍ ଗୁଟେ ବଡ୍ କଥା…