Category: ମତ

ଆମ୍ବେଦକର୍ ଏକ ବିଚାରଧାରା

ଆମ୍ବେଦକର୍’ଜଣେ ଅଛୁଆଁ ବାଳକଠୁଜଣେ ଶିକ୍ଷିତ ବ୍ୟକ୍ତିଯାହାର ବିଚାର୍‌ ପରିଚିତସମଗ୍ର ବିଶ୍ୱ‌ସାରାଆମ୍ବେଦକର୍ ଏକ ବିଚାରଧାରା। ଆମ୍ବେଦକର୍’ଯାହାର ବିଚାର୍‌- ସମାନତାର ପଥକୁ ଆଗେଇଲାଅଛୁଆଁ ସ୍କୁଲରେ ପାଠ ପଢିକଲୋମ୍ବିଆ ବିଶ୍ବବିଦ୍ୟାଳୟକୁ ଗଲାଆମ୍ବେଦକର୍’ଯାହାର…

ବାସ୍ତବ ସ୍ଵାଧୀନତାର ପରିକଳ୍ପନା

ଆମେ ଭାରତବାସୀ ଆମ ଦେଶ ଭାରତ ବର୍ଷ ବିଶ୍ଵରେ ସର୍ବବୃହତ୍ତ ଓ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ,ଜନ୍ମସ୍ଥାନ,ଭାଷା,ବାସସ୍ଥାନ ଆଦି ନିର୍ବିଶେଷରେ ଆମେ ଦେଶର…

“ଗୋ” ରାଜନୀତି ।

ବିଗତ ଦିନରେ ଧର୍ମ ନିରପେକ୍ଷ ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର କରିବା ନିମନ୍ତେ ଅନେକ ପ୍ରୟାସ କରାଯାଉଛି, ଏଥିପାଇଁ ଦେଶର ସମ୍ବିଧାନକୁ ଧିରେ ଧିରେ ପରିବର୍ତ୍ତନ କରିବା…