Author: nirvedaodisha (ନିର୍ବେଦ ଓଡିଶା)

ଶବ୍ଦର ଊର୍ଦ୍ଧରେ ତମେ ଜ୍ୟୋତିବା

କ୍ରାନ୍ତିଜ୍ୟୋତି ତମେ ଜ୍ୟୋତିବାରାଓଶବ୍ଦରେ ନାହିଁ ତୁମପରି ବୀରଶବ୍ଦରେ ନାହିଁ ତୁମପରି ଜ୍ଞାନୀଶବ୍ଦରେ ନାହିଁ ତୁମପରି କ୍ରାନ୍ତିକାରୀତୁମକୁ ପାଇ ମୁଁ କେତେ ଯେ ଆନନ୍ଦିତଶବ୍ଦରେ ହୁଏତ ବିସ୍ତାର କରି…

ଶ୍ରମଣ ସଂସ୍କୃତି ଓ ସମତାମୂଳକ ଭାରତୀୟ ସମାଜ ଗଠନରେ ଗୁରୁ ରବିଦାସଙ୍କ ଅତୁଳନୀୟ ଅବଦାନ

ଆମ ପବିତ୍ର ଦେଶ ଜମ୍ବୁଦ୍ୱୀପ-ଭାରତବର୍ଷ ହେଉଛି ସାମାଜିକ ନ୍ୟାୟ, ପ୍ରକୃତିବାଦୀ ଉପାସନା ମାନବତାବାଦୀ ଦର୍ଶନ ଓ ପ୍ରଜ୍ଞା କୁସୁମରେ ପ୍ରସ୍ଫୁଟିତ ମହାଶ୍ରମଣ ବିଶ୍ୱଗୁରୁ ବୁଦ୍ଧ, ବୋଧିସତ୍ତ୍ୱ ତଥା…

ଧର୍ମ ସଂଖ୍ୟା ଗରିଷ୍ଠତା ଦର୍ଶାଇବା ପାଇଁ ଆଦିବାସୀ ମାନଙ୍କୁ ହିନ୍ଦୁ କରାଯାଉନି ତ?

ଏବେ ଦେଶରେ ଧର୍ମକୁ ନେଇ ପ୍ରତିଦ୍ୱନ୍ଦୀତା ଚାଲିଥିବା ବେଳେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଭର୍ଚ୍ୟୁଆଲ ଯୋଗେ ହାୱାର୍ଡ଼-ଇଣ୍ଡିଆ କନଫ୍ରେନ୍ସ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ଆଦିବାସୀ…